April 22, 2025

ରାଜ୍ୟରେ ପୁଣି ୨୪ ଓମିକ୍ରନ ସଂକ୍ରମିତ ଚିହ୍ନଟ, ସଂଖ୍ୟା ଛୁଇଁଲା ୬୧

ଭୁବନେଶ୍ୱର: ଆଜି (ବୁଧବାର) ରାଜ୍ୟରେ ୨୪ ଜଣ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ଏହାପୂର୍ବରୁ ମଧ୍ୟ ଏକାଥରକେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଇଏଲଏସ ପକ୍ଷରୁ ପ୍ରଦାନ କରାଯାଇଛି ଏହି ସୂଚନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia