ରାଜ୍ୟରେ ଖସୁଛି କରୋନା ମିଟର,୨୪ ଘଣ୍ଟାରେ ୮୧୬ ଜଣ କରୋନା ପଜେଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ମିଟର, କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୧୬ ଜଣ କରୋନା ପଜେଟିଭ୍ ଚିହ୍ନଟ ।ଧିରେ ଧିରେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗିଛି ।ଗତକାଲି ୮୭୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୮୧୬କୁ ଖସିଛି । ତେବେ କ୍ୱାରେଣ୍ଟାଇନରୁ ୪୭୭ ଚିହ୍ନଟ ହୋଇଥିବା ବେଳେ ଲୋକଲ କେସ୍ ୩୩୯

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia