April 20, 2025

ରାଜ୍ୟରେ କମିଲା କରୋନା ସଂକ୍ରମଣ, ଚିହ୍ନଟ ହେଲେ ମାତ୍ର ୧୭୦ ସଂକ୍ରମିତ

ଭୁବନେଶ୍ୱର: ତଳକୁ ଖସିଲା ଦୈନିକ ସଂକ୍ରମଣ ରେଖା । ପାଞ୍ଚ ଶହ କି ତିନି ଶହ ନୂହେଁ ଏକାଖରେ ଦୁଇ ଶହ ତଳେ ରହିଚି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ମାତ୍ର ୧୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ୧୮ ବର୍ଷରୁ କମ୍ ଆକ୍ରାନ୍ତ ରହିଛନ୍ତି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia