ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ ,ଅଗଷ୍ଟ ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ

ଭୁବନେଶ୍ୱର:ଓଡ଼ିଶାରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରେ ୭୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରଥାଯାତ୍ରା ସରିବା ପରେ ହଟାତ୍ କୋଭିଟ୍ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବିଢିଯାଇଛି । ଅନେକ ରଥଯାତ୍ରା ସାରି ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ ଯାହା ଉପରେ ନଜର ରଖାଯାଇଛି ।ବିଭିନ୍ନ ଜିଲ୍ଲାରକ’ଣ ପରିସ୍ଥିତି ରହୁଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia