April 22, 2025

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ରାଜ୍ୟପାଳ ଭବନରେ ରିଲିଜ ହେଲା ‘ବନ୍ଦେ ଉତ୍କଳ ଜନନୀ’ ଗୀତ । ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ। ଗୀତର ଏକ ଝଲକ୍ ସାମ୍ନାକୁ ଆସିଥିବା ବେଲେ ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହି ଗିତକୁ ଉନ୍ମୋଚିତ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia