ରାଜଭବନରେ ସେଲୁନ୍‌ ସେବା ଯୋଗାଉଥବା ସ୍ମୃତିଙ୍କ ଘରକୁ ଗଲେ ରାଜ୍ୟପାଳ

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ରାଜ୍ୟପାଳ । ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ କୁରୁଞ୍ଜିପୁର ପଞ୍ଚାୟତ ନିଶ୍ଚିନ୍ତପୁର ଗାଁ ଗସ୍ତକୁ ନେଇ ଆଜି ବାଲିପାଟଣାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରାଜଭବନରେ ସେଲୁନ୍‌ ସେବା ଯୋଗାଉଥିବା ସ୍ମୃତିରଞ୍ଜନ ବାରିକ ଓରଫ୍ ହାପିଙ୍କ ଘରେ ସେ ଅତିଥି ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia