ରାଜଧାନୀରେ ଚାଞ୍ଚଲ୍ୟ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା । ଜଣେ ସଫ୍ଟୱେୟାର ଇଞ୍ଜିନିୟର ମହିଳାଙ୍କ ଆତ୍ମହତ୍ୟା । ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ସେ ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତକାଲି ଘଟଣାଟି ସାମ୍ନାକୁ ଆସିଛି । ମୃତକ ହେଲେ ଭଦ୍ରକ ଜିଲ୍ଲାର ଶ୍ୱେତା ଉତ୍କଳ କୁମାରୀ । ସେ ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia