April 22, 2025

ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ସେନ୍ସରୀ ପାର୍କ

ଭୁବନେଶ୍ଵର: ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ସେନ୍ସରୀ ପାର୍କ। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ପାର୍କର ଉଦଘାଟନ କରିଛନ୍ତି। ସହରାଞ୍ଚଳ କର୍ତ୍ତୁପକ୍ଷଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ୨୦୧୮ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କୋଭିଡ କାରଣରୁ ବନ୍ଦ ରହିଥିଲା । ଭୁବନେଶ୍ୱର ସହିଦ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia