April 29, 2025

‘ରସଗୋଲା କ୍ଲଷ୍ଟର’ ପାଇଁ କାମ ଚାଲିଛି: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ରସଗୋଲା ଦିବସ । ରସଗୋଲକୁ ନେଇ ଓଡିଶା ବେଙ୍ଗଲ ମଧ୍ୟରେ ଲାଗିଥିବା ବିବାବ ଶେଷ ହୋଇଛି । ଜିଆଇ ଟ୍ୟାଗ ମିଳିବା ପରେ ଏବେ ପ୍ରତିଟି ଓଡିଆ ଆଜି ରସଗୋଲା ଦିବସ ପାଳନ କରୁଛନ୍ତି । ଏହି ଅବସରରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରସଗୋଲା କ୍ଲଷ୍ଟର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia