April 24, 2025

ରଥଖଳା ଖବର: ନନ୍ଦିଘୋଷ ରଥରେ ଫାଟ, ସେପଟେ ତିନି ରଥର ଉଠିଲା ଚାରି ନାହାକା

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ, ପଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିନ କେଇଟା ଥିବାରୁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଆଜି(ଶୁକ୍ରବାର) ତିନି ରଥର ଉଠିଛି ଚାରି ନାହାକା । ରଥଖଳାରେ ଆଜି ତିନିରଥରେ ଚାରି ନାହାକା ଉଠିଛି । ଏହା ବ୍ୟତୀତ ତିନିରଥର ଗରଗରାରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia