April 22, 2025

ଯୋଗୀଙ୍କ ନୂଆ କ୍ୟାବିନେଟକୁ ନେଇ ଦିଲ୍ଲୀରେ ଚିନ୍ତନ ମନ୍ଥନ, କେତେ ମନ୍ତ୍ରୀ ନେବେ ଶପଥ, କାହାକୁ ମିଳିବ ଡେପୁଟି ସିଏମ୍ ପଦବୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ପୁଣି ଗଠନ ହେବାକୁ ଯାଉଛି । ସରକାର ଗଠନ ପୂର୍ବରୁ ଯୋଗୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ସମସ୍ତ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ବୈଠକ ପରେ ଲକ୍ଷ୍ନୌରେ ପହଞ୍ଚିବା ମାତ୍ରେ ବିଜେପି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ୟୁପିର ସୁପରଭାଇଜର ଭାବରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia