April 22, 2025

ଯାଜପୁରରେ ଉତ୍ତେଜନା: କୋରେଇରେ ବିଡିଓଙ୍କୁ ଆକ୍ରମଣ, ୬ ବୁଥରେ ମତଦାନ ବନ୍ଦ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସକାଳେ ସୁଚାର ରୂପେ ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଭୋଟଦାନ ବେଳେ ଉତ୍ତେଜନା ଦେଖାଦେଇଛି। ଏପରିକି ୬ଟି ବୁଥ୍‌ରେ ମତଦାନ ବନ୍ଦ କରିବାକୁ ପଡିଛି। ଜିଲ୍ଲାର ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡିଓଙ୍କୁ କିଛି ଲୋକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia