April 22, 2025

ମୋଦିଙ୍କୁ ସମର୍ଥନ ଜଣାଇଲେ ନବୀନ, ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣା । ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ମୋଦିଙ୍କୁ ସମର୍ଥନ ଜଣାଇଲେ ନବୀନ । ସେପଟେ ନବୀନଙ୍କ ଟ୍ବିଟକୁ ରି-ଟ୍ୱିଟ କରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଲେ, ଭାରତର ପ୍ରଧାନମନ୍ତ୍ରୀ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia