April 19, 2025

ମୋ ସରକାରରେ ମିଳିଛି 3.77 କୋଟି ଫିଡବ୍ୟାକ୍, ସ୍ୱାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତ୍ତମ

ଭୁବନେଶ୍ୱର: ମୋ ସରକାର ତଥା 5-ଟି ଅଧିନରେ ରାଜ୍ୟ ସରକାର ସରକାରୀ ସେବାରେ ଉନ୍ନତି କରିବା ସହ ଲୋକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ନେଇ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । ଏପରିକି ଲୋକଙ୍କୁ ମିଳୁଥିବା ସେବା ସମ୍ପର୍କରେ ଜନତାଙ୍କ ମତାମତ ଜାଣିବା ପାଇଁ ଫିଡବ୍ୟାକ୍ ବ୍ୟବସ୍ଥା ରହିଛି । ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia