April 21, 2025

ମୋ ସରକାର ଅଭିଯାନ ମାଧ୍ୟମରେ ଲୋକଙ୍କୁ ଉତ୍ତମ ଶାସନ ପ୍ରଦାନରେ ଓଡିଶା ସରକାର ସହାୟକ ହୋଇଛନ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି ଯେ ଓଡିଶା ଏହାର ଶାସନରେ ଏକ ପରିବର୍ତ୍ତନଶୀଳ ଆଭିମୁଖ୍ୟ ଗ୍ରହଣ କରି ଲୋକଙ୍କୁ ଉତ୍ତମ ଶାସନ ପ୍ରଦାନରେ ସହାୟକ ହୋଇ ପାରିଛି। ଲୋକ ସେବା ଭବନରେ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଉତ୍ତମ ଶାସନ ଅଭ୍ୟାସର ଅନୁସରଣ ଉପରେ ଆୟୋଜିତ ଆଞ୍ଚଳିକ ସମ୍ମିଳନୀର ଶେଷ ଅଧିବେଶନରେ ନିଜର ଅଭିଭାଷଣ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia