‘ମୋ ବସ’ ପାଇଁ CRUTକୁ ଜାତିସଂଘ ପକ୍ଷରୁ ମିଳିଲା ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ପରିବହନ କ୍ଷେତ୍ରରେ ଲିଙ୍ଗଗତ ସମାନତା ପାଇଁ CRUTକୁ ମିଳିତ ଜାତିସଂଘର ଜନସେବା ପୁରସ୍କାର ପ୍ରଦାନ କରାଯାଇଛି । ଏନେଇ CRUTକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଳିତ ଜାତିସଂଘର ଜନସେବା ପୁରସ୍କାର ହେଉଛି ଜନସେବାରେ ଉତ୍କର୍ଷର ଆନ୍ତର୍ଜାତୀୟ ସମ୍ମାନ । ଏହା ସାର୍ବଜନୀନ ସେବା ଅନୁଷ୍ଠାନଗୁଡ଼ିକର ସୃଜନଶୀଳ ସଫଳତା ଏବଂ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia