April 21, 2025

ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ: ଗାୟକ ହ୍ୟୁମାନ୍‌ ସାଗର

ଭୁବନେଶ୍ୱର: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ଉଭୟ ପତି ପତ୍ନୀଙ୍କୁ ଥାନାରେ କାଉନସେଲିଂ କରାଯାଇଛି । ଆପୋସ ଆଲୋଚନା ଫଳପ୍ରଦ ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇପାରିବ । ଏନେଇ ଉଭୟଙ୍କୁ ଦୁଇଦିନର ସମୟ ଦିଆଯାଇଛି ।  ମୋ ପତ୍ନୀ ଓ ଝିଅ ମୋ ପାଖକୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia