April 22, 2025

ମେନକା ଏବଂ ବରୁଣ ଗାନ୍ଧୀଙ୍କ ଅନୁପସ୍ଥିତି: ସୁଲତାନପୁର ଓ ପିଲଭିଟ ଅଞ୍ଚଳ ଦଖଲ କଲା ବିଜେପି

ଲକ୍ଷ୍ନୋ: ଉତ୍ତର ପ୍ରଦେଶ ନିର୍ବାଚନୀ ଫଳାଫଳର ଭିଡ ମଧ୍ୟରେ ଗୋଟିଏ ପରିବାର ଦୂରେଇ ରହିଥିଲା। ଦଳର ବରିଷ୍ଠ ନେତ୍ରୀ ମେନକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀ। ରାଜ୍ୟରେ ନିର୍ବାଚନ ଡଙ୍କା ବାଜିବାର ଠିକ ପୂର୍ବରୁ ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡିଥିଲେ ମା, ପୁଅ। ଉତ୍ତର ପ୍ରଦେଶର ସୁଲତାନପୁର ଏବଂ ପିଲଭିତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia