April 20, 2025

ମୁଲାୟମ ସିଂହ ଯାଦବଙ୍କୁ ପଦ୍ମ ବିଭୂଷଣ ସମ୍ମାନ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ସ୍ୱର୍ଗୀୟ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ମିଳିବ ପଦ୍ମ ବିଭୂଷଣ ସମ୍ମାନ । ମୁଲାୟମ ସିଂହ ଯାଦବଙ୍କ ପୁଅ ତଥା ସପା ମୁଖ୍ୟ ଅଖିଳେଶ ଯାଦବ ପଦ୍ମ ବିଭୂଷଣ ସମ୍ମାନ ଗ୍ରହଣ କରିବେ । ଅଖିଳେଶ ଯାଦବ ଆଜି ତାଙ୍କ ପତ୍ନୀ ତଥା ମୈନପୁରୀ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia