April 20, 2025

ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟିରେ ଓଡିଶା ଲିଙ୍କ୍, ଡ୍ରଗ୍ସ ଯୋଗାଇ ଥିବା ଓଡ଼ିଆ ଯୁବକ ଗିରଫ

ମୁମ୍ବାଇ: ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟି ମାମଲାରେ ଓଡିଶା ଲିଙ୍କ । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ସୂଚନା ମିଳିଛି । ଆଜି ଗରିଫ ହୋଇଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ଓଡିଶାର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ । କ୍ରୁଜ୍ ପାର୍ଟିର

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia