April 20, 2025

ମୁଣ୍ଡଳୀରେ ଓଡ୍ରାଫ ବୋଟ୍ ଦୁର୍ଘଟଣା: ଏବେ ବି ନିଖୋଜ ଅଛନ୍ତି ଓଡ୍ରାଫ୍ ଟିମର ଜଣେ ସଦସ୍ୟ

ଭୁବନେଶ୍ୱର: ହାତୀ ଉଦ୍ଧାର ଅପରେସନ ବେଳେ ମହାନଦୀ ବୋଟ୍‌ ଦୁର୍ଘଟଣାରେ ଓଡ୍ରାଫ୍‌ କର୍ମଚାରୀ ସଦସ୍ୟ ସୀତାରାମ ମୁର୍ମୁ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପର୍ତ୍ତା ମିଳିନାହିଁ। ଏବେ ମହାନଦୀରେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଥିବା ଜଣାପଡ଼ିଛି। ସେପଟେ ଉଦ୍ଧାର ହୋଇଥିବା ଓଟିଭି ରିପୋର୍ଟର ଅରନ୍ଦିମ ଦାସ ଓ କ୍ୟାମେରା ମ୍ୟାନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia