ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପରେ ରାସ୍ତା ଜମା ହୋଇଥିବା ଅଳିଆ ସଫା କଲେ ବିଜେଡି କର୍ମୀ ଓ ନେତା

ଭୁବନେଶ୍ୱର: ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ରେ ସମ୍ମାନିତ ହେବା ପରେ ଆଜି ଭୁବନେଶ୍ୱର ଫେରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ପାଲଟିଥିଲା ଆଜି ଜନସମୁଦ୍ର । ବିମାନବନ୍ଦରରେ କରାଯାଇଥିଲା ଭବ୍ୟ ସ୍ୱାଗତ । ଶାସକ ଦଳ ବିଜେଡି ପକ୍ଷରୁ ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଆୟୋଜିତ ହୋଇଥିଲା ବିଶାଳ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia