April 29, 2025

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲିଜେଣ୍ତସ୍ କ୍ରିକେଟର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲିଜେଣ୍ତସ୍ କ୍ରିକେଟର । ଗତକାଲି ମୁଥିଆ ମୁରଲୀଧର ଓ ତାଙ୍କ ସାଥି ଖେଳାଳି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନ କରିବା ସହ ଖାଳାଳିଙ୍କୁ ହକି ଇଣ୍ତିଆର ଜର୍ସି ପ୍ରଦାନ କରିଛନ୍ତି । ଗତକାଲି ଅପରାହ୍ନରେ ୨ଟି ଟିମ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia