April 21, 2025

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନ ହେବାରୁ ଆମ୍ ଆଦମୀ ପାର୍ଟିରେ ଅନ୍ତଃ କନ୍ଦଳ, ଜାଣନ୍ତୁ କ’ଣ ରହିଛି ପୂରା ପ୍ରସଙ୍ଗ

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ଦିନ ପାଖେଇ ଆସୁଥିବା ସହ ରାଜନୈତିକ ଦଳଗୁଡିକରେ ଅନ୍ତଃକନ୍ଦଳ ଖବର ମଧ୍ୟ ସାମ୍ନାକୁ ଆସୁଛି । ପଞ୍ଜାବ କଂଗ୍ରେସ ପରେ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ମଧ୍ୟ ବିବାଦର ଶିକାର ହେବାକୁ ଯାଉଛି । ଆମ୍ ଆଦମୀ ଦଳର ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia