April 21, 2025

‘ମୁଁ ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହେଁ’ : ଜୟପୁର କଂଗ୍ରେସ ରାଲିରେ କହିଲେ ରାହୁଲ ଗାନ୍ଧୀ

ଜୟପୁର : କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ସାରା ଜୀବନ ସତ୍ୟର ସନ୍ଧାନରେ ଅତିବାହିତ କରିଥିଲେ ଏବଂ ଶେଷରେ ଜଣେ ହିନ୍ଦୁତ୍ୱବାଦୀ ତାଙ୍କ ଛାତିରେ ତିନୋଟି ଗୁଳି ଚଳାଇଥିଲା । ରାଜସ୍ଥାନର ରାଜଧାନୀ ଜୟପୁରରେ ‘ମହଙ୍ଗାଇ ହଟାଓ’ ରାଲିକୁ ସମ୍ବୋଧନ କରି ସେ ଏପରି କହିଛନ୍ତି । ରାହୁଲ ଆହୁରି କହିଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia