April 25, 2025

ମିଲେଟ୍ ଫୁଡ୍ ପ୍ରସ୍ତୁତ କରିବେ ଜେଲରେ ରହୁଥିବା କଏଦୀ

ଭୁବନେଶ୍ୱର:ମିଲେଟ୍ ପୁଡ୍ ପ୍ରସୁତିରେ ସାମିଲ ହେବେ କଏଦୀ ଏଥର ମିଲେଟ୍ ଫୁଡ୍ ପ୍ରସ୍ତୁତ କରିବେ ଜେଲରେ ରହୁଥିବା କଏଦୀ ।ଝାରପଡ଼ା ଜେଲର ୩୦ରୁ ଉର୍ଦ୍ଧ କଏଦୀ ହେବେ ଏହି ଯୋଜନାରେ ସାମିଲ ।ସେହିପରି ଚଉଦ୍ୱାର ଜେଲରେ ରହୁଥିବା କଏଦୀଙ୍କୁ ମଧ୍ୟମିଳିବ ସ୍ୱାବଲମ୍ବା ହେବାର ସୁଯୋଗ ।ଓଡ଼ିଶା ମିଲେଟ୍ ମିଶନ ତରଫରୁ କଏଦୀଙ୍କୁ ଦିଆଯିବ ପ୍ରଶିକ୍ଷଣ ।ରାଜ୍ୟର ଏସ୍ଏଚଜିଙ୍କଠାରୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia