April 29, 2025

ମାନସିକ ଚିକିତ୍ସାଳୟ ପ୍ରତିଷ୍ଠା ପ୍ରସଙ୍ଗ: ୧୦ ବର୍ଷ ଆଶା ଦେଖାଇ ମନା କରିଦେଲା କେନ୍ଦ୍ର

ଭୁବନେଶ୍ୱର: ୧୦ ବର୍ଷ ଆଶାରେ ରହିଲେ ରାଜ୍ୟବାସୀ । ଶେଷରେ ମନା କରିଦେଲା କେନ୍ଦ୍ର । ରାଜ୍ୟରେ ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ୱାୟୁତତ୍ତ୍ୱ ବିଜ୍ଞାନ ଉପରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ୧୦ ବର୍ଷ ଝୁଲାଇ ରଖିଲେ। ଦିଲ୍ଲୀରୁ ବରିଷ୍ଠ ଅଧିକାରୀ ଓଡ଼ିଶା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia