April 20, 2025

ମହାରାଷ୍ଟ୍ର ରାଜନୈତିକ ସଙ୍କଟ : ଏକନାଥ ସିନ୍ଦେଙ୍କୁ ହଟାଇ ଅଜିତ ପାୱାର ପିନ୍ଧିବେ ମୁଖ୍ୟମନ୍ତ୍ରୀ ମୁକୁଟ

ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ଦେଖାଦେଇଛି ରାଜନୈତିକ ସଙ୍କଟ । ଶିବସେନା ପରେ ଏବେ ଏନସିପିରେ ଦେଖାଦେଇଛି ବିଦ୍ରୋହ । ଅଜିତ ପାୱାର ଅନେକ ବିଧାୟକଙ୍କ ସହ ମହାରାଷ୍ଟ୍ରର ଏନଡିଏ ସରକାରଙ୍କୁ ସମର୍ଥନର ହାତ ବଢାଇଛନ୍ତି । ଏପରିକି ସେ ରାଜ୍ୟର ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ସମୟରେ ଶିବସେନା ସାଂସଦ (ଠାକରେ ଦଳ)

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia