April 22, 2025

ମଣିପୁର ବିଧାନସଭା ନିର୍ବାଚନ : ବନ୍ଧୁକ, AFSPA ଏବଂ ଉଗ୍ରବାଦ ମଧ୍ୟରେ ହେବ ଏଥର ନିର୍ବାଚନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସବୁଠାରୁ ଚ୍ୟାଲେଞ୍ଜିଂ ନିର୍ବାଚନ ମଣିପୁରରେ ହେବ । ଏହାର ଭୌଗୋଳିକ ଅବସ୍ଥିତି ସହିତ, ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟ ନିର୍ବାଚନ ଆୟୋଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ତଥାପି, ଆୟୋଗ ନିରନ୍ତର ଦାବି କରୁଛି ଯେ ଭୟମୁକ୍ତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia