April 22, 2025

ମଣିପୁର ବିଧାନସଭା ନିର୍ବାଚନ: ଦଳୀୟ ନେତାଙ୍କ ସହିତ ”ଏଗ୍ରୀମେଣ୍ଟ ଅଫ କୋପରେସନ” ସ୍ବାକ୍ଷରିତ କଲା ବିଜେପି

ଇମ୍ଫାଲ: ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ବିଜେପି ଏବଂ ଅନ୍ଯାନ୍ଯ ରାଜନୈତିକ ଦଳଗୁଡିକ ଦ୍ଵାରା ପ୍ରଚାର ଜୋର ଧରିଛି । ରାଜ୍ୟରେ ବଦଳୁଥିବା ତୀବ୍ର ରାଜନୈତିକ ପାଣିପାଗ ମଧ୍ୟରେ ଦଳ ବଦଳ ଏକ ପ୍ରମୁଖ ସମସ୍ଯା ହୋଇଛି ନେତାଙ୍କୁ ଧରି ରଖିବାରେ । ଏହି ପରିସ୍ଥିତିରେ ବିଜେପି ଆପଣାଇଛି ଏକ ନିଆରା କୌଶଳ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia