April 22, 2025

ମଣିପୁର ନିର୍ବାଚନ : ପରାଜୟର ଦୋଷ ନେଇ ଇସ୍ତଫା ଦେଲେ ଲୋକେନ୍ ସିଂହ

ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହା ପରେ ଦଳର ଶୋଚନାୟ ପରାଜୟର ସମୀକ୍ଷା କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୈଠକ ଡାକି ସମସ୍ତ ପାଞ୍ଚ ରାଜ୍ୟର କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟଙ୍କୁ ଇସ୍ତଫା ମାଗିଛନ୍ତି । ଏହି ନିର୍ବାଚନରେ ମଣିପୁରରେ ମଧ୍ୟ ହାରିଥିବାରୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia