April 30, 2025

ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ ,ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ବଲିଉଡ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ହୃଦଘାତର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଗତ ବୁଧବାର ହୃଦଘାତର ଶିକାର ହୋଇଥିଲେ ଷ୍ଟାଣ୍ଡଅଫ୍‌ କମେଡିଆନ । ଯୋଗୀ ଅଦିତ୍ୟନାଥଙ୍କ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia