ଭୁବନେଶ୍ୱର: ରାଜଧାନୀରେ ଉଦଘାଟିତ ହେଲା ସ୍କିଲ୍ ମ୍ୟୁଜିୟମ୍ । ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ୱାଲ୍ଡ ୟୁଥ୍ ସ୍କିଲ୍ ଡେ ୨୦୨୨ ଅବସରରେ ଏହା ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ସ୍କିଲ୍ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
BJP, Cong & BJD organise events in support of forces
Discom issues notices over illegal constructions near power lines
School cook suspended for negligence after student drowns