April 21, 2025

ଭୀମ ସେନାର ଘୋଷଣା – ନୁପୁର ଶର୍ମାଙ୍କ ଜିଭ କାଟି ଆଣିଲେ ଏକ କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ : ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି । ଗୋଟିଏ ପଟେ ମୁସଲମାନ ଦେଶ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବୃତ୍ତିକୁ ସମାଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଦେଶ ଭିତରେ ଅନେକ ସଂଗଠନ ନୁପୁର ଶର୍ମାଙ୍କୁ ତୀବ୍ର ବିରୋଧ କରୁଛନ୍ତି । ଏହି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia