April 29, 2025

ବ୍ରିଟିଶ ବିରୋଧୀ ବିଦ୍ରୋହର ପ୍ରମୁଖ ବିନ୍ଧାଣୀ ବୀରା ରମଣୀ ବାଙ୍ଗାରୁ ଦେବୀ

ଇତିହାସ ପୃଷ୍ଠା ଖୋଲିଦେଲେ ଏମିତି ବିରାଙ୍ଗନା ଅଛନ୍ତି ଯେଉଁମାନେ ଜନଜାତିଙ୍କ ପ୍ରେରଣା ଥିଲେ। ସେହିଭଳି ମାଲକାନଗିରିର କୋୟା ଜାତିର ବୀରା ରମଣୀ ବାଙ୍ଗାରୁ ଦେବୀ ଥିଲେ ବ୍ରଟିଶ ବିରୋଧୀ ବିଦ୍ରୋହର ଜଣେ ପ୍ରମୁଖ ବିନ୍ଧାଣୀ । ସେ ଜୀବନର ଦୀର୍ଘକାଳ ଇଂରଜ ମାନଙ୍କ ବିରୋଧରେ ଲଢି ଶେଷରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିଲେ। ତାଙ୍କର ଥିଲା ଏକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia