April 21, 2025

ବେରୋଜଗାରୀ ଉପରେ ନିଜ ସରକାରକୁ ଘେରିଲେ ବରୁଣ ଗାନ୍ଧୀ, ପଚାରିଲେ- ଏହି ପଦବୀ ପାଇଁ ଆବଣ୍ଟିତ ବଜେଟ୍ କୁଆଡେ ଗଲା ?

ଲକ୍ଷ୍ନୌ : ବେକାରୀ ସମସ୍ୟା ଉଠାଇ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରୁ ଘେରିଛନ୍ତି । ବରୁଣ ଗାନ୍ଧୀ କହିଛନ୍ତି ଯେ ‘ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ନିରାଶ ହୋଇଥିବାବେଳେ, ସରକାରୀ ଆକଳନକୁ ବିଶ୍ୱା, କଲେ ଦେଶରେ 60 ଲକ୍ଷ ଅନୁମୋଦିତ ପଦବୀ ଖାଲି ଅଛି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia