April 22, 2025

ବୁଧବାର କାନ୍ସ ଫିଲ୍ମ ଫେଷ୍ଟିଭାଲ, ଫ୍ରାନ୍ସରେ ଦୀପିକା

କାନ୍ସ : କାନ୍ସ ଫିଲ୍ମ ଫେଷ୍ଟିଭାଲ 2022 ରେ ସାମିଲ ହେବେ ବଲିଉଡର ଅନେକ ସିତାରା। ବୁଧବାର ଆରମ୍ଭ ହେବ ଏହି ଫେଷ୍ଟିଭାଲ । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ତେବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟରେ ଫେଷ୍ଟରେ ଭାଗ ନେବାକୁ ଫ୍ରାନ୍ସରେ ପହଞ୍ଚିଛନ୍ତି । ଏଥର ଦୀପିକା ଫିଲ୍ମ ଫେଷ୍ଟିଭାଲର 75 ତମ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia