April 22, 2025

ବିରାଟଙ୍କ ପାଇଁ ପତ୍ନୀ ଅନୁଷ୍କା ଲେଖିଲେ ଭାବବିହ୍ୱଳ ପୋଷ୍ଟ- ‘ପରାଜୟ ପରେ ତୁମର ଆଖିର ଲୁହକୁ ମନେଅଛି… ‘

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟର ଅଧିନାୟକତ୍ୱ ଛାଡିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗୋଟିଏ ଦିନ ପୂର୍ବରୁ ଏହି ସୂଚନା ଦେଇଥିଲେ। ତାଙ୍କ ନିଷ୍ପତ୍ତି ପରଠାରୁ ପ୍ରଶଂସକ, ଭେଟେରାନ ଏବଂ ସାଥୀ ଖେଳାଳିମାନେ ସେମାନଙ୍କର ପ୍ରିୟ ଅଧିନାୟକଙ୍କୁ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏକ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia