April 21, 2025

ବିବାହ ପାଇଁ ଖୁବ୍ ପାମ୍ପଡ ବେଲିଥିଲେ ବିକ୍କି: କ୍ୟାଟ୍ରିନା ରଖିଥିଲେ ଏମିତି ସର୍ତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ବିକ୍କି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଗତ 9 ଡିସେମ୍ବର ଦିନ ରାଜସ୍ଥାନର ସାୱାଇ ମାଧୋପୁରର ଏକ ହୋଟେଲରେ ବିବାହ କରିଥିଲେ। ରାଜସ୍ଥାନର ପ୍ରସିଦ୍ଧ ତଥା ବିଳାସପୂର୍ଣ୍ଣ ହୋଟେଲ ସିକ୍ସ ସେନ୍ସ ଦୁର୍ଗରେ ଏହି ବଲିଉଡ ଦମ୍ପତି ଅତିଥିମାନଙ୍କ ମଧ୍ୟରେ ସାତ ଫେରା ନେଇଥିଲେ ଏବଂ ବର୍ତ୍ତମାନ ସେମାନେ ପରିବାର ସହିତ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia