April 21, 2025

ବିବାଦରେ ସଂପୃକ୍ତି ଯୋଗୁଁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେନି ଏମାନେ!

ଭୁବନେଶ୍ବର : ଶେଷ ହୋଇଛି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । ସାମିଲ ହୋଇଛନ୍ତି କିଛି ନୂଆ ଚେହେରା । ହେଲେ ବର୍ତ୍ତମାନ ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦ ନ ମିଳିବାକୁ ନେଇ ଚର୍ଚ୍ଚା। ବିଭିନ୍ନ ବିବାଦରେ ଏମାନେ ସଂପୃକ୍ତ ଥିବା ଯୋଗୁଁ ଏମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ। {image-pratapjena-1613730184.jpg

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia