April 20, 2025

ବିବାଦରେ ‘ଆଦିପୁରୁଷ’: ବଦଳିବ ସିନେମାର ଡାଏଲଗ, ସମାଲୋଚନା କରୁଛନ୍ତି ଦର୍ଶକ

ମୁମ୍ବାଇ: ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ବର୍ତ୍ତମାନ ଲାଇମଲାଇଟ୍ ରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ପ୍ରଶଂସକ ସମାଲୋଚନା କରୁଛନ୍ତି । ଯେଉଁଥି ପାଇଁ ବର୍ତ୍ତମାନ ନିର୍ମାତାମାନଙ୍କୁ ଏକ ବଡ ନିଷ୍ପତ୍ତି ନେବାକୁ ପଡିବ । ଫିଲ୍ମର ସଂଳାପ ଲେଖକ ମନୋଜ ମୁଣ୍ଟାଶୀର ଟ୍ୱିଟ୍ କରି ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଫିଲ୍ମର ସଂଳାପ ପରିବର୍ତ୍ତନ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia