April 21, 2025

ବିଧାନସଭାରେ ହାଇଡ୍ରାମା: ବିରୋଧୀଙ୍କ ଘଣ୍ଟ ନାଦ, ଶାସକ ବିଜେଡି ଛିଞ୍ଚିଲା ଗଙ୍ଗାଜଳ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି (ମଙ୍ଗଳବାର) ବିଧାନସଭାରେ ଦେଖିବାକୁ ମିଳିଲା ପୁଣି ହାଇଡ୍ରାମା । ଗୃହ ମଧ୍ୟରେ ଘଣ୍ଟ ବଜାଇଲେ ବିରୋଧୀ, ଶାସକ ବିଜେଡି ଛିଞ୍ଚିଲା ଗଙ୍ଗାଜଳ । ଫଳରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମମିତା ମେହେର ପ୍ରସଙ୍ଗରେ ହୋହଲ୍ଲା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia