April 21, 2025

ବିଜେପିରେ ସାମିଲ ହେବା ପୂର୍ବରୁ ହାର୍ଦ୍ଦିକଙ୍କ ଟ୍ୱିଟ୍ – ‘ପିଏମ ମୋଦୀଙ୍କ ଜଣେ ଛୋଟ ସିପାହୀ ଭାବରେ କାର୍ଯ୍ୟ କରିବି’

ନୂଆଦିଲ୍ଲୀ : ଗୁଜୁରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । କିଛି ଦିନ ପୂର୍ବେ ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଥିଲେ, ପରେ ହାର୍ଦ୍ଦିକ ପଟେଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । ବର୍ତ୍ତମାନ ହାର୍ଦ୍ଦିକ ପଟେଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia