April 20, 2025

ବିଜେପି ଶାସିତ ନିଗମରେ 500 କୋଟି ସ୍କାମ ଅଭିଯୋଗ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ରର ଶାସକ ଦଳ ଶିବସେନା ନେତା ସଞ୍ଜୟ ରାଉତ ମ୍ୟୁନିସିପାଲିଟି କର୍ପୋରେସନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସଞ୍ଜୟ ରାଉତ ବିଜେପି ଶାସିତ ପିମ୍ପରୀ-ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନରେ 500 କୋଟି ଟଙ୍କା ଠକେଇ ଅଭିଯୋଗ କରିଛନ୍ତି । ସଞ୍ଜୟ ରାଉତ ଏକ ଚିଠି ଲେଖି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia