ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରାଯାଉଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି ।
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia
More Stories
ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ
ଅଜିତ ପାୱାରଙ୍କ ସମେତ 9 ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କଲା ଏନସିପି, ECI କୁ ଲେଖିଲା ଚିଠି
ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ