April 22, 2025

ବାସଭବନରୁ ମଲାୟଲୀ ମଡେଲଙ୍କ ମୃତଦେହ ଉଦ୍ଧାର

ଥିରୁଅନନ୍ତପୁରମ: କେରଳର 21 ବର୍ଷୀୟା ମଡେଲ୍‌ ତଥା ଅଭିନେତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। । ଅଭିନେତ୍ରୀ ଜଣକ ଶାହାନା ବୋଲି ଜଣା ପଡିଛି । ଜେରା ପାଇଁ ଶାହାନାଙ୍କ ସ୍ବାମୀ ସାଜ୍ଜାଦଙ୍କୁ ହାଜତକୁ ନିଆଯାଇଛି। ସୂଚନା ଅନୁସାରେ, କୋଝିକୋଡ଼ ନଗରୀଠାରୁ 14 କିଲୋମିଟର୍‌ ଦୂର ପରମବିଲ ବଜାରରେ ଥିବା ଶାହାନାଙ୍କ ବାସଭବନରେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia