ବାଲେଶ୍ୱର ଓ କୋରାପୁଟରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଗତ ତିନି ଦିନ ଧରି ଅହିଂସା ରଥ ବାଲେଶ୍ୱର ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । ଉଭୟ ବାଲେଶ୍ୱର ଏବଂ କୋରା ପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ରହିଥିଲା । ଦୁଇ ଜିଲ୍ଲା ପରିକ୍ରମା କରି ଅହିଂସା ରଥ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ମହାତ୍ମାଗାନ୍ଧୀଙ୍କର ସତ୍ୟ,

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia