April 21, 2025

ବାରବାଟୀ ଟି-20: ଟିକେଟ୍ ପାଇଁ ଠେଲାପେଲା, ମହିଳାଙ୍କ ମଧ୍ୟରେ ମହାଯୁଦ୍ଧ

କଟକ: ଆସନ୍ତା ଜୁନ୍‌ ୧୨ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ ଆଜି ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ସକାଳ ୯ଟାରେ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଗତକାଲି ରାତିରୁ ଲାଗିଥିଲା ଲମ୍ବା ଲାଇନ୍ । ଆଉ ଆଜି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia