April 21, 2025

ବାତ୍ୟା ଜୱାଦ: ଶକ୍ତି ବିଭାଗର ପସ୍ତୁତି ସମ୍ପର୍କରେ ମନ୍ତ୍ରୀ ଓ ସଚିବନ ସମୀକ୍ଷା

ଭୁବନେଶ୍ବର: ଆଜି ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ସମ୍ଭାବ୍ୟ ବାତ୍ୟା “ଜଓ୍ୱାଦ୍’ର ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା କରିଛନ୍ତି । ପୁରୀ ନିକଟ ଦେଇ ବାତ୍ୟା ଅତିକ୍ରମ କରିବାକୁ ଅନୁମାନ କରାଯାଉଥିବା ହେତୁ ପୁରୀରେ ବିଦୁ୍ୟତ ବ୍ୟବସ୍ଥା କ୍ଷତିଗ୍ରସ୍ତ ଆଶଙ୍କା ଥିଲେ ହେଁ ଗତ “ୟାସ୍’ ବାତ୍ୟା ପରେ ବିଦୁ୍ୟତ ବ୍ୟବସ୍ଥାର

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia