April 22, 2025

ବଢୁଛି ରାଜ୍ୟପାଳ ଜଗଦୀପ ଧନଖଡ଼ – ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦ ; ଟ୍ୱିଟରରେ ବ୍ଲକ୍

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ କାର୍ଯ୍ୟଶୈଳୀ ଉପରେ ପୁଣି ଆପତ୍ତି ଉଠାଇଛନ୍ତି । ସୋମବାର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ନେଇ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ଟ୍ୱିଟ୍ ପଢୁ ନାହାଁନ୍ତି । ସେ ଟ୍ୱିଟରରେ ରାଜ୍ୟପାଳଙ୍କୁ ବ୍ଲକ୍ କରିଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia